କାଳିଆ ଯୋଜନା ଚାଲୁ କରିବାକୁ ଦାବି କଲେ ବଲାଙ୍ଗୀରର ଶତାଧିକ ଚାଷୀ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: କାଳିଆ ଯୋଜନା ଚାଲୁ କରିବାକୁ ଦାବି କଲେ ଚାଷୀ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ନିକଟରେ ଫେରାଦ ହେଲେ ଶତାଧିକ ଚାଷୀ । ଏନେଇ ବଲାଙ୍ଗିର ଜିଲ୍ଲାର ଶତାଧିକ ଚାଷୀ ନିର୍ବାଚନ ଅଧିକାରୀଙ୍କୁ ଦେଇଛନ୍ତି ଦାବିପତ୍ର । ବିଜେପିର ବିରୋଧ ଯୋଗୁଁ କାଳିଆ ଯୋଜନା ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

{"id":100035}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.