Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କ୍ରୀଡାମନ୍ତ୍ରୀଙ୍କୁ ୩ ବର୍ଷ ଜେଲଦଣ୍ଡ : ଗଲା ମନ୍ତ୍ରୀ ପଦ ସାଂଗରେ ବିଧାୟକ ପଦ : ଲଢିପାରିବେନି ବି ନିର୍ବାଚନ

7/01/2019 at 6:26 PM

ଚେନ୍ନାଇ୭|୧: ତାମିଲନାଡୁର ଜଣେ ମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅଦାଲତ ୩ ବର୍ଷ ଜେଲଦଣ୍ଡ ବିଧାନ କରିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏମପି ଏବଂ ଏମଏଲଏମାନଙ୍କ ମାମଲାର ଦ୍ରୁତ ଫଇସଲା ପାଇଁ ଗଠିତ ଅଦାଲତ ଏହି ରାୟ ଶୁଣାଇଛନ୍ତି ।

୧୯୯୮ ମସିହାରେ ଏକ ପଥରମାଡ ଘଟଣାର ଶୁଣାଣୀ ବେଳେ ରାଜ୍ୟର ଯୁବକଲ୍ୟାଣ ଓ କ୍ରୀଡା ଉନ୍ନୟନ ମନ୍ତ୍ରୀ ବାଳକୃଷ୍ଣ ରେଡ୍ଡୀଙ୍କୁ ଅଦାଲତ ସଜା ଶୁଣାଇଛନ୍ତି । ଅଦାଲତ ଏହି ରାୟ ଶୁଣାଇବା ପରେ ବାଳକୃଷ୍ଣ ରେଡୀ ନିଜ ମନ୍ତ୍ରୀ ପଦ ହରାଇବା ସହ ବିଧାୟକ ପଦ ମଧ୍ୟ ହରାଇଛନ୍ତି । ଏପରିକି ଉପର କୋର୍ଟରେ ଯଦି ସେ ନିର୍ଦ୍ଦୋଷ ସାବ୍ୟସ୍ତ ନହୁଅନ୍ତି ତାହେଲେ ସେ ଆଗାମି ନିର୍ବାଚନ ମଧ୍ୟ ଳଢି ପାରିବେ ନାହିଁ ।

   Related Posts