Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଦେଶର ଶ୍ରେଷ୍ଠ ୧୦୦ ଉଦ୍ୟୋଗ ତାଲିକାରେ ବାଲାଜୀ, ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

8/04/2021 at 1:12 PM

ନୂଆଦିଲ୍ଳୀ,୦୮।୪: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ପୂଜାର୍ଚ୍ଚନା ବେଳେ ଧୂପକାଠିକୁ ବ୍ୟବହାର କରାଯାଏ । ଏହି ସୁଗନ୍ଧିତ ଧୂପକାଠି ଜଳାଇଲେ ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ । ଭାରତୀୟ ଧୂପକାଠି ବଜାରରେ ବାଲାଜୀ ଅଗରବତୀ ଏକ ପରିଚିତ ନାମ । ଏହାର ନିର୍ଦ୍ଦେଶକ ଶ୍ରୀ ରାମଓ୍ୱତାର ଅଗ୍ରଓ୍ୱାଲାଙ୍କୁ କେନ୍ଦ୍ର ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡକରୀ ପୁରସ୍କୃତ କରିଛନ୍ତି ।

ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ବାଲାଜୀ ଇନସେନ୍ସ ଇଣ୍ଡଷ୍ଟ୍ରୀର ନିର୍ଦ୍ଦେଶକ ଶ୍ରୀ ରାମଓ୍ୱତାର ଅଗ୍ରଓ୍ୱାଲାଙ୍କୁ ପୁରସ୍କୃତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶ୍ରୀ ରାମଓ୍ୱତାରଙ୍କୁ ପୁରସ୍କୃତ କରିଥିଲେ ।

ସାରା ଦେଶରେ ବାଲାଜୀ ଅଗରବତୀ ଶ୍ରେଷ୍ଠ ୧୦୦ ଉଦ୍ୟୋଗ ତାଲିକାରେ ରହିଛି । ଏହାର ସବୁଠାରୁ ପରିଚିତ ବ୍ରାଣ୍ଡ୍ ହେଉଛି ମଧୁକୁଞ୍ଜ ଅଗରବତୀ । ଯାହା ଲୋକାଦୃତ ହୋଇଛି ଏବଂ ଘରେ ଘରେ ମଧ୍ୟ ପରିଚିତ ।

   Related Posts