Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଭୁଷୁଡ଼ିଲା ବଜ୍ରକବାଟୀ ମୁଖ୍ୟ ଡ୍ରେନ୍

30/05/2020 at 10:55 AM

କଟକ ୩୦/୫: କଟକର ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଡ୍ରେନ୍ ଭୁଷୁଡ଼ିବା ଯୋଗୁଁ ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଡ୍ରେନଟି ବଜ୍ରକବାଟିରୁ ରାଣୀହାଟ ଦେଇ ଯାଇଥିଲା।

ତ୍ରୃଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନଟି ଭୁଷୁଡ଼ିଥିବା ସୂଚନା ମିଳିଛି।

   Related Posts