ଭୁଷୁଡ଼ିଲା ବଜ୍ରକବାଟୀ ମୁଖ୍ୟ ଡ୍ରେନ୍

Published By : Prameya-News7 Bureau | May 30, 2020 IST

କଟକ ୩୦/୫: କଟକର ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଡ୍ରେନ୍ ଭୁଷୁଡ଼ିବା ଯୋଗୁଁ ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଡ୍ରେନଟି ବଜ୍ରକବାଟିରୁ ରାଣୀହାଟ ଦେଇ ଯାଇଥିଲା।

ତ୍ରୃଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନଟି ଭୁଷୁଡ଼ିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.