Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭାରତରେ ଲଂଚ ହେଲା ବଜାଜ ପଲସର ୨୨୦ଏଫ୍ (Bajaj Pulsar 220F), ଜାଣନ୍ତୁ ଦାମ କେତେ

9/08/2019 at 5:52 PM

ଭାରତୀୟ ବଜାରରେ ବଜାଜର ବାଇକ୍‌କୁ ଲୋକେ ବହୁତ ପସନ୍ଦ କରନ୍ତି। ସେଥିପାଇଁ ବଜାଜ ଏକ ନୂଆ ବାଇକ୍‌ ବଜାଜ ପଲସର ୨୨୦ ଏଫ୍‌ ଲଂଚ କରିଛି। କମ୍ପାନୀ ଏହି ଗାଡିକୁ ଭୋଲକାନିକ ରେଡ ପେଣ୍ଟରେ ଲଂଚ କରିଛି ଓ ଏହାର ଦାମ ୧.୦୭ ଲକ୍ଷ ଟଙ୍କା ରହିଛି। କମ୍ପାନୀ ଏଥିରେ ନୂଆ କଲର ମଧ୍ୟ ଦେଇଛି।

ଲାଲ ଓ କଳା ରଂଗ ବାଇକ୍‌ରେ କମଳା ରଂଗର ଗ୍ରାଫିକ୍ସ ଡିଜାଇନ୍‌ ଅଛି। ବଜାରରେ ଏହି ଗାଡିକୁ ବହୁତ ପସନ୍ଦ କରାଯାଇଛି। ଏହି ଗାଡିରେ ଅନେକ ଫିଚର୍ସ ମଧ୍ୟ ଅଛି। କମ୍ପାନୀ ପଲସର ୨୨୦ ଏଫ୍‌ରେ ୨୨୦ ସିସିର ଇଂଜିନ୍‌ ଦେଇଛି।

ଏହି ଇଂଜିନ ୮,୫୦୦ ଆରପିଏମ୍‌ରେ ୨୦.୯ ଏଚି୍‌ପିର ପାୱାର ଓ ୭୦୦୦ ଆରପିଏମ୍‌ରେ ୧୮.୫ ଏନ୍‌ଏମ୍‌ର ଟର୍କ ଜେନେରେଟ କରିବା ପାଇଁ ଦେଇଛି।   ଏହି ବାଇକ୍‌ରେ ୫ଟି ସ୍ପିଡ ଗିୟରବକ୍ସ ସହ ଫ୍ରଣ୍ଟରେ ଟେଲିସ୍କୋପିକ୍‌ ଫକ୍ର୍ସ ଓ ରିୟର ଗ୍ୟାସ୍‌ରେ ଚାର୍ଜଡ୍‌ ଡୁଆଲ ଶକ୍‌ ଅବଜର୍ଭର ଭଳି ଦମଦାର ଫିଚର ରହିଛି। ବାଇକ୍‌ର ୨ସାଇଡ୍‌ରେ ସିଙ୍ଗଲ ଚ୍ୟାନେଲ ଏବିଏସ୍‌ ସହ ଡିସ୍କ ବ୍ରେକ୍‌ର ସୁବିଧା ଦିଆଯାଇଛି।

 

   Related Posts