Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳିରେ ପ୍ରଚାର ଶୁଭାରମ୍ଭ କଲେ ବୈଜୟନ୍ତ ପଣ୍ଡା

26/03/2019 at 7:23 PM

ବାଲେଶ୍ବର୨୬|୩: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ବୌଜୟନ୍ତ ପଣ୍ଡା ଆଜି ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବ।ଚନମଣ୍ଡଳୀର ମଣିନାଗେଶ୍ବର ମନ୍ଦିର ପଡ଼ିଆରେ ଆୟୋଜିତ ସଂକଳ୍ପ ସମାବେଶରୁ ଜିଲ୍ଲା ପାଇଁ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ।  ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର କାର୍ଯୟ ସଂପର୍କରେ ବୁଝାଇଥିଲେ ବୈଜୟନ୍ତ ପଣ୍ଡା। 

 

ରେମୁଣା ବିଧାନସଭା ନିର୍ବ।ଚନମଣ୍ଡଳୀର ପ୍ରର୍ଥୀ ଗୋବିନ୍ଦ ଦାସ, ବାଲେଶ୍ବର ସଦର ବିଧାନସଭା ନିର୍ବ।ଚନମଣ୍ଡଳୀର ପ୍ରାର୍ଥୀ ମଦନ ମହୋନ ଦତ୍ତ, ଜଳେଶ୍ବର ବିଧାନସଭା ନିର୍ବ।ଚନମଣ୍ଡଳିର ପ୍ରର୍ଥୀ ଜୟନାରାୟଣ ମହାନ୍ତି ଓ ବାଲେଶ୍ବର ଲୋକସଭା ଆସନର ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ  ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ ।

   Related Posts