Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ତୁଳସୀପୁରର ବିଛୁଆତି: ବାହାବେଦୀରୁ ବରକୁ ଉଠାଇନେଲା ପୋଲିସ୍‌

26/02/2020 at 8:46 PM

କଟକ୨୬/୨: ବାହା ବେଦୀରୁ ବରକୁ ଉଠାଇନେଲା ପୁଲିସ । ଘଟଣା ଘଟିଛି କଟକ ସହରରେ। ଆଇନ ଅନୁସାରେ ଜଣକୁ ବିବାହ କରିବା ପରେ ବି ୨ୟ ଥର ଲାଗି ବିବାହ କରିବାକୁ ଯାଉଥିବା ବେଳେ ବେଦୀରୁ ଉଠାଇନେଲା ପୁଲିସ।

ଚାଉଳିଆଗଞ୍ଜ ଥାନାରେ ଅଟକ ଯୁବକ ଜଣକ ହେଲେ କଟକ ତୁଳସୀପୁର ବାସିନ୍ଦା ବିଶ୍ବ ରଞ୍ଜନ । ଅଭିଯୋଗ ମୁତାବକ ସମ୍ପୃକ୍ତ ଯୁବକ ପ୍ରଥମରୁ ଆଉ ଜଣେ ଯୁବତୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ।

କିନ୍ତୁ ଆଜି ମହାନଦୀ ବିହାର ସ୍ଥିତ ଏକ ଭଣ୍ଡପରେ ୨ୟ ବିବା କରିଥାଆନ୍ତେ । ତେବେ ଶେଷ ମୁହୁର୍ତରେ କିଛି ସ୍ବେଛାସେଵୀଙ୍କ ହସ୍ତକ୍ଷେପ ଫଳରେ ବାହାଘର ଅଟକି ଯାଇଛି ।

   Related Posts