ତୁଳସୀପୁରର ବିଛୁଆତି: ବାହାବେଦୀରୁ ବରକୁ ଉଠାଇନେଲା ପୋଲିସ୍‌

Published By : Prameya-News7 Bureau | February 26, 2020 IST

କଟକ୨୬/୨: ବାହା ବେଦୀରୁ ବରକୁ ଉଠାଇନେଲା ପୁଲିସ । ଘଟଣା ଘଟିଛି କଟକ ସହରରେ। ଆଇନ ଅନୁସାରେ ଜଣକୁ ବିବାହ କରିବା ପରେ ବି ୨ୟ ଥର ଲାଗି ବିବାହ କରିବାକୁ ଯାଉଥିବା ବେଳେ ବେଦୀରୁ ଉଠାଇନେଲା ପୁଲିସ।

{"id":229669,"sizeSlug":"large"}

ଚାଉଳିଆଗଞ୍ଜ ଥାନାରେ ଅଟକ ଯୁବକ ଜଣକ ହେଲେ କଟକ ତୁଳସୀପୁର ବାସିନ୍ଦା ବିଶ୍ବ ରଞ୍ଜନ । ଅଭିଯୋଗ ମୁତାବକ ସମ୍ପୃକ୍ତ ଯୁବକ ପ୍ରଥମରୁ ଆଉ ଜଣେ ଯୁବତୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ।

{"id":229670,"sizeSlug":"large"}

କିନ୍ତୁ ଆଜି ମହାନଦୀ ବିହାର ସ୍ଥିତ ଏକ ଭଣ୍ଡପରେ ୨ୟ ବିବା କରିଥାଆନ୍ତେ । ତେବେ ଶେଷ ମୁହୁର୍ତରେ କିଛି ସ୍ବେଛାସେଵୀଙ୍କ ହସ୍ତକ୍ଷେପ ଫଳରେ ବାହାଘର ଅଟକି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.