ଠୋକୋ ତାଲି… : Bada Khabar 01 (21.08.2018)
21/08/2018 at 5:03 PM

ଗୋଟେ ଝପ୍ପି, ବୋଲବଚନ ସିଦ୍ଧୁଙ୍କୁ ଅସୁବିଧାରେ ପକାଇ ଦେଇଛି। ଇମ୍ରାନ ଖାନ୍ଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇ ପାକିସ୍ତାନ ଆର୍ମି ଚିଫ୍ ବାଜଓ୍ବାଙ୍କ ପାଇଁ ତାଙ୍କର ଏଇ ଝପ୍ପି, ଗଳାରେ ଗଳା ମିଶାଇବାର ଖୁସି, ତାଙ୍କ ପାଇଁ ଗଳାର କଣ୍ଟା ପାଲଟିଛି।