ଠୋକୋ ତାଲି... : Bada Khabar 03 (21.08.2018)

Published By : Prameya-News7 Bureau | August 21, 2018 IST

ଝପ୍ପି ବୋଲବଚନ ସିଦ୍ଧୁଙ୍କୁ ଅସୁବିଧାରେ ପକାଇ ଦେଇଛି। ଇମ୍ରାନ ଖାନ୍ ଶପଥ ଗ୍ରହଣ ଉତ୍ସବକୁ ଯାଇ ପାକିସ୍ତାନ ଆର୍ମି ଚିଫ୍ ବାଜଓ୍ବାଙ୍କ ପାଇଁ ତାଙ୍କର ଏଇ ଝପ୍ପି, ଗଳାରେ ଗଳା ମିଶାଇବାର ଖୁସି, ତାଙ୍କ ପାଇଁ ଗଳାର କଣ୍ଟା ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.