ଉଡ଼ିବାର ମଜା : Bada Khabar on 18th Sept 2018
19/09/2018 at 1:51 AM

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ଏବଂ କୋଣାର୍କ। ବାହାରେ ଏବଂ ବିଧାନସଭା ଭିତରେ ହୋହାଲ୍ଲା ହୋଇଥିଲା। ବାହାରେ ତ ବୈଜୟନ୍ତ ପଣ୍ଡାଙ୍କୁ ଘେରିଥିଲେ । ବିଧାନସଭା ଭିତରେ ମଧ୍ୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବୈଜୟନ୍ତଙ୍କୁ ମିଳିତ ଆଟାକ୍ କରାଯାଇଥିଲା। ଚିଲିକା, ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ବିମାନ ଉଡ଼ାଇ ଥିବାରୁ ବୈଜୟନ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି ।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021