ଉଡ଼ିବାର ମଜା : Bada Khabar on 18th Sept 2018
Published By : Prameya-News7 Bureau | September 19, 2018 IST
ବୈଜୟନ୍ତ ପଣ୍ଡାଙ୍କ ବିମାନ ଉଡ଼ାଣକୁ ନେଇ ବିବାଦ । ଆଗରୁ ସାତକୋଶିଆ ଅଭୟାରଣ୍ୟରେ ବିମାନ ଉଡ଼ାଇ ବିବାଦ ଠିଆ କରାଇଥିଲେ ବୈଜୟନ୍ତ। ଆଉ ଏବେ ବନ୍ଧୁମାନଙ୍କ ସହ ଚିଲିକା, ଶ୍ରୀମନ୍ଦିର ଏବଂ କୋଣାର୍କ ଉପରେ ବିମାନ ଉଡ଼ାଇ ନୂଆ ବିବାଦ ଠିଆ କରାଇଛନ୍ତି।