ତେଲ ବୋନସ୍ : Bada Khabar (10.09.2018)
11/09/2018 at 1:44 AM

ଓଡ଼ିଶାରେ ବନ୍ଦ ପାଳନ ବେଳେ, ଗୋଟେ ଭଲ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଷ୍ଟର କ୍ୟାଣ୍ଟିନ୍ଠାରେ କଂଗ୍ରେସ ନେତାଏ ଗୋଲାପ ଫୁଲ ଦେଇ ଜନସାଧାରଣଙ୍କ ସମର୍ଥନ ମାଗୁଥିବା ଦେଖିବାକୁ ମିଳିଥିଲା। ଏମିତିରେ କଂଗ୍ରେସ ଦଳ ସହ ଗୋଲାପର ସମ୍ପର୍କ ବହୁ ପୁରୁଣା। ପ୍ରେମର ପ୍ରତୀକ ଏଇ ଗୋଲାପ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ଖୁବ୍ ପ୍ରିୟ ଥିଲା।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021