ଏତେ ରାଗ କାହିଁକି ? : Bada Khabar 01 (06.09.2018)

Published By : Prameya-News7 Bureau | September 07, 2018 IST

କାହିଁକି ରାଗୁଛନ୍ତି ଦାମ ବାବୁ । ମହାରଥୀଙ୍କ ଉପରେ ଦାମ ବାବୁ ରାଗିବା ପଛରେ କାରଣ କଣ ହୋଇପାରେ । ମହାରଥୀ ବର୍ତ୍ତମାନର କୃଷିମନ୍ତ୍ରୀ ହେଲେ, ଦାମବାବୁ ହେଉଛନ୍ତି ପୂର୍ବତନ କୃଷିମନ୍ତ୍ରୀ । ମହାରଥୀ ଛଅ ଛଅ ଥର ବିଧାୟକ ହେଲେ, ଦାମ ସାତ ସାତ ଥର ବିଧାୟକ, ପୁଣି ବିଜୁ ବାବୁଙ୍କ ଅମଳର ମନ୍ତ୍ରୀ । ଜଣେ ଅଭିଜ୍ଞ ରାଜନେତା ଭାବେ ଦାମ ବାବୁ ପରିଚିତ। ଏଭଳି ଜଣେ ପରିପକ୍ବ ନେତା କଣ କେବଳ ଚାରା ଘୋଟାଲାକୁ ନେଇ ଏମିତି ରାଗୁଛନ୍ତି, ଗରଗର ହେଉଛନ୍ତି । ନା ଏହା ପଛରେ ଆଉ କିଛି କାରଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.