ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଶୀଘ୍ର ନିର୍ବାଚନ ! : Bada Khabar 03 (06.09.2018)

7/09/2018 at 2:02 AM

ସାଧାରଣ ନିର୍ବାଚନ ଆଗରୁ କେତେକ ରାଜ୍ୟରେ ଶୀଘ୍ର ନିର୍ବାଚନ ହେବ କି ? ଦେଶରେ ଯେଉଁ ଓ୍ବାନ୍ ନ୍ୟାଶନ୍ , ଓ୍ବାନ୍ ପୋଲ୍ କଥା ଉଠିଥିଲା, ସେ ନିଷ୍ପତ୍ତି ଏବେ ବି ଝୁଲା ଅବସ୍ଥାରେ ରହିଛି। ଆଉ ଗୁରୁବାର ଯେତେବେଳେ ତେଲେଙ୍ଗାନା ସରକାରକୁ ଭାଙ୍ଗି ଦେଇଛନ୍ତି କେସିଆର, ସେତେବେଳେ ଏଭଳି ସମ୍ଭାବନା ତିଆରି ହୋଇଛି । ତେଲେଙ୍ଗାନା ରାସ୍ତାରେ ଓଡ଼ିଶା ଆଗେଇବ କି ?

   Related Posts