ଏତେ ରାଗ କାହିଁକି ? : Bada Khabar 02 (06.09.2018)
7/09/2018 at 1:57 AM

ଗୁରୁ ଦିବସ ପରି ପବିତ୍ର ଦିନକୁ ଗୁରୁମାନେ କଳା ଦିବସ ଭାବେ ପାଳନ କରିବା ଏବଂ ସେମାନଙ୍କର ଦାବି ସମ୍ପର୍କରେ ବୁଧବାର ଆମେ ବଡ଼ ଖବରରେ ଦେଖାଇଥିଲୁ। ତେବେ ଆମ ରିପୋର୍ଟକୁ ନେଇ କିଛି ଶିକ୍ଷକ ଏବଂ ଶିକ୍ଷକ ନେତା ରିଆକ୍ଟ କରିଛନ୍ତି।