ପୁରୀରେ ଆରମ୍ଭ ହେଲା ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ

Published By : Prameya-News7 Bureau | September 08, 2019 IST

ପୁରୀ ୮/୯: ପୁରୀରେ ଆରମ୍ଭ ହେଲା ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ । ଉଚ୍ଛେଦ କାମରେ ଲାଗିଛି ୩ଟି ବୁଲଡୋଜର । ବଡଦାଣ୍ଡ ପଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମଠ ପରିସରରେ ଥିବା ଦୋକାନ ଘର ଗୁଡିକର ଉଚ୍ଛେଦ କରାଯାଉଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.