Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଆପଣଙ୍କୁ ଯଦି ଏହି ସବୁ ରୋଗ ହୋଇଥାଏ ତାହେଲେ ଜମା ଖାଆନ୍ତୁ ନାହିଁ ପୁଲକୋବି

3/01/2019 at 5:21 PM

ଜୟପୁର ୩|୧୯- ଫୁଲକୋବୀ ବିଷୟରେ ଜାଣନ୍ତୁ କିଛି ଏମିତି ତଥ୍ୟ, ଯାହା ଜାଣିଲା ପରେ ଖାଇବା ଆଗରୁ ଭାବିବା ପାଇଁ ବାଧ୍ୟ ହେବେ। ଏହା ସମସ୍ତଙ୍କୁ ଜଣା ଯେ ପନିପରିବା ସ୍ୱାସ୍ଥ ପାଇଁ ଲାଭଦାୟକ। ଶୀତଦିନେ ଫୁଲକୋବି ରୋଷେଇ ଘରର ମୁଖ୍ୟ ପରିବା। ଫୁଲକୋବି ଦ୍ୱାରା ସ୍ୱାସ୍ଥକୁ ଠିକ ପରିମାଣର ପ୍ରୋଟିନ, ଫାଇବର୍, ଭିଟାମିନ-ବି ମିଳିଥାଏ। ଏଥିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହା କ୍ୟାନସରରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ।
 କିନ୍ତୁ କିଛି ଲୋକଙ୍କ ପାଇଁ  ଫୁଲକୋବି ବିଷ ହୋଇଥାଏ। ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ଫୁଲକୋବି ସେବନ କରିବା ଅନୁଚିତ୍। ସୁଗର, କିଡନି ଏବଂ ହାର୍ଟ ରୋଗିଙ୍କ ପାଇଁ ଫୁଲକୋବି ବିଷ ହୋଇଥାଏ। ଏହି ସବୁ ରୋଗରେ ପିଡୀତ ହୋଇଥିବା ଲୋକଙ୍କ ପାଇଁ ଫୁଲକୋବି ସେବନ ବିଷ ଖାଇବା ସହ ସମାନ ହୋଇଥାଏ। କାରଣ ଏହା ଦ୍ୱାରା ରୋଗ ଆହୁରି ମାରାତ୍ମକ ହୋଇଥାଏ। ଚର୍ମ ରୋଗ ସମସ୍ୟାରେ ଥିବା ଲୋକ ମଧ୍ୟ ଫୁଲକୋବୀ ଖାଇବା ଅନୁଚିତ୍।

 

   Related Posts