Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛୁଆ ହାତୀ ଉଦ୍ଧାର

4/05/2018 at 7:39 AM

ଅନୁଗୁଳ ଛେଣ୍ଡିପଡ଼ା ଅଂଚଳରୁ ଉଦ୍ଧର ହେଇଚି ହାତୀ ଛୁଆ
ହାତୀ ଛୁଆର ବୟସ ପ୍ରାୟ ୧ବର୍ଷ ହେବ
ବନବିଭାଗ ହାତୀ ଛୁଆର ଚିକିତ୍ସା କରିଛି
ହାତୀ ଛୁଆଟି ମା ଠୁ ଅଲଗା ହୋଇ ଜଙ୍ଗଲରେ ବୁଲି ବୁଲି ଦୁର୍ବଳ ହେଇଯାଇଛି

Leave a Reply

   Related Posts