ଦନ୍ତା ହାତୀର ଦାନ୍ତ ବାଜି ଛୁଆ ହାତୀର ମୃତ୍ୟୁ
10/06/2019 at 10:35 AM

ଜି ଉଦୟଗିରି ୧୦୬ : ଦନ୍ତାହାତୀର ଆକ୍ରମଣରେ ୮ ମାସର ଛୁଆ ହାତୀର ମୃତ୍ୟୁ ହୋଇଛି । ଜି ଉଦୟଗିରି ଥାନା ଅନ୍ତର୍ଗତ ରାଇକିଆ ରେଞ୍ଜର କରଡ଼ା ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ଫୁଲବାଣୀ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦନ୍ତା ହାତୀର ଦାନ୍ତ ବାଜି ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
Related Posts
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021