ଅଙ୍ଗନବାଡି ଦିଦିଙ୍କ ବାକ୍ସରେ ଶିଶୁର ମୃତଦେହ
19/10/2019 at 8:57 PM

ବାମଡା (ସୁନ୍ଦରଗଡ) – ସୁନ୍ଦରଗଡ ବିଜାଡିହିରେ ଅଭାବନୀୟ ଘଟଣା । ସକାଳୁ ଅଙ୍ଗନବାଡିଙ୍କୁ ଯାଇ ନିଖୋଜ ହୋଇଯାଇଥିବା ଶିଶୁର ମୃତ ଦେହ ଉଦ୍ଧାର ହୋଇଛି । ଅଙ୍ଗନବାଡି ଦିଦିଙ୍କ ଘରେ ଥିବା ବାକ୍ସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । ଧରୁଆଡିହି ପୁଲିସ ଘଟଣାର ତଦନ୍ତ କରୁଛି ।
ଏହି ଶିଶୁଟି ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲା । ଏହାପରେ ଘରକୁ ଫେରି ନ ଥିଲା । ବହୁ ଖୋଜା ଖୋଜି କରିବା ପରେ ଅଙ୍ଗନବାଡି ଦିଦିଙ୍କ ଘରେ ଥିବା ଏକ ବାକ୍ସରେ ଶିଶୁର ମୃତଦେହ ଥିଲା । ଏଗାକୁ ବାମଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପୁଲିସରେ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021