ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଂକୁ ଆଜୀବନ କାରାବାସ

Published By : Prameya-News7 Bureau | October 16, 2018 IST

ଦିଲ୍ଲୀ;୧୬/୧୦- ଆତ୍ମଘୋଷିତ ବାବା ରାମପାଲଂକୁ ଆଜୀବନ କାରାଦଣ୍ଡାଦେଶ ।ଜଣେ ଶିଶୁ ସମେତ ୫ ଜଣଂକୁ ହତ୍ୟା ଅଭିଯୋଗରେ ତାଂକୁ ମିଳିଛି ଏଇ ସଜ୍ଜା ।ଗତବର୍ଷ ନଭେମ୍ବର ୧୪ରେ ତାଂକ ବିରୋଧରେ ଦୁଇଟି ହତ୍ୟା  ମାମଲା ରୁଜୁ କରାଯାଇଥିଲା । ଗୋଟିଏରେ ରାମପାଲଂକ ସହ ୧୫ ଜଣ ଓ ଅନ୍ୟଟିରେ ୧୩ ଜଣ ଅଭିଯୁକ୍ତ ଥିଲେ ।ଏଇ ଘଟଣାର ବିଚାର କରି କୋର୍ଟ ତାଂକୁ  ଦୋଷୀ ସାବ୍ୟସ୍ଥ କରିବା ସହିତ  ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.