Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପଦାରେ ପଡ଼ିଲା ବାବାଙ୍କ କଳାକାରନାମା, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ବାବାଙ୍କ ରାସଲୀଳା

17/11/2019 at 1:14 PM

ଯୋଧପୁର୧୭/୧୧: ରାଜସ୍ଥାନ ଯୋଧପୁରରେ ଜଣେ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି।  ବାବାଙ୍କ ରାସଲୀଳା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ମହିଳାଙ୍କ ସହିତ ବାବା ରାସଲୀଳା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାବାଙ୍କ ଏଭଳି କାର୍ଯ୍ୟକଳାପ ଦେଖି ଯୋଧପୁରବାସୀ ଅଭିଯୁକ୍ତ ବାବାଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।

ଅଭିଯୁକ୍ତ ବାବାଙ୍କ ଅଶ୍ଳୀଳ  ଭିଡିଓ ଭାଇରାଲ ସାଧାରଣରେ ଅସନ୍ତୋଷ ଖେଳାଇଛି। ତେଣୁ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସାଧାରଣରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ପୋଲିସ ନିଜ ଆଡ଼ୁ ଘଟଣାର ତଦନ୍ତ କରୁଛି।

ସୂଚନାନୁସାରେ, ପୂର୍ବରୁ ମଧ୍ୟ ବିଜେପି ସାଂସଦ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜଣେ ଯୁବତୀଙ୍କ ଠାରୁ ମାଲିସ କରାଉଥିବା ନେଇ ଭିଡିଓ ଭାଇରାଲ ହେଇଥିଲା। ଏହି ଘଟଣା ସାଧାରଣରେ ବେଶ ଚର୍ଚ୍ଚା ହୋଇଥିଲା।

   Related Posts