Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ରିଲିଜ ହେଲା ‘ବାଗୀ ୩’ର ଟ୍ରେଲର…ଆକ୍ସନ ମୋଡ୍‌ରେ ଟାଇଗର

6/02/2020 at 2:44 PM

ମୁମ୍ବାଇ୬|୨: ଟାଇଗରଙ୍କ ‘ବାଗୀ’ ସିରିଜ୍‌ର ତୃତୀୟ ପାର୍ଟର ଜବରଦସ୍ତ ଆକ୍ସନ ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ଟାଇଗରଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ଏହି ପିଲ୍ମରେ ଟାଇଗର ଶ୍ରଫଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ରୋମାନ୍ସ କରିଛନ୍ତି। ‘ବାଗୀ ୨’ଫିଲ୍ମରେ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଏହି ଫିଲ୍ମରେ ଟାଇଗରଙ୍କର ଜୋରଦାର ଆକ୍ସନ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ,ଏହି ଫିଲ୍ମରେ ଏମିତି ଆକ୍ସନ ସିନ୍‌ ରହିଛି ଯାହା ଦର୍ଶକ ପୂର୍ବରୁ କେବେ କୌଣସି ଫିଲ୍ମରେ ଦେଖି ନଥିବେ। ଫିଲ୍ମରେ ଟାଇଗରଙ୍କୁ ରନି ଭୂମିକାରେ ଦେଖିବାକୁ ମିଳିବ। ସେ ନିଜ ଭାଇଙ୍କ କେମିତି ପ୍ରତିଶୋଧ ନେଉଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ।

ଟାଇଗରଙ୍କ ସହ ଫିଲ୍ମରେ ଶ୍ରଦ୍ଧା କପୁର, ରିତେଶ ଦେଖମୁଖ, ଚଙ୍କି ପାଣ୍ଡେ, ଜ୍ୟାକି ଶ୍ରଫ ଓ ଅଙ୍କିତା ଲୋଖଣ୍ଡେ ମୁଖ୍ୟ ଭୂମିରେ ଅଭିନୟ କରିଛନ୍ତି। ଫିଲ୍ମରେ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ ଜ୍ୟାକି। ପ୍ରଥମଥର ପାଇଁ ଜ୍ୟାକି ଓ ଟାଇଗର ଏକାଠି ପରଦାରେ ଅଭିନୟ କରିବେ। ଚଳିତ ବର୍ଷ ମାର୍ଚ୍ଚ ମାସ ୬ ତାରିଖରେ ଫିଲ୍ମଟି ରିଲିଜ ହେବ।

   Related Posts