Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆଜଲାମ ଶାହା ହକି ପାଇଁ ଭାରତୀୟ ଦଳ , ସ୍ଥାନ ପାଇଲେ ୩ ଓଡ଼ିଆ ଖେଳାଳୀ

6/03/2019 at 5:48 PM

ମାର୍ଚ୍ଚ ୨୩ ତାରିଖରୁ ମାଲେସିଆ ଠାରେ ଆରମ୍ଭ ହେବାକୁ ଥିବା ଆଜଲାମ ଶାହା ହକି ଟୁର୍ଣ୍ଣାମେଣ୍ଟ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଏଥିରେ ୩ଜଣ ଓଡ଼ିଆ ଖେଳାଳୀ ରହିଛନ୍ତି । ସେମାନେ ହେଲେ ବିରେନ୍ଦ୍ର ଲାକ୍ରା , ସିଲାନନ୍ଦ ଲାକ୍ରା, ଅମିତ ରୋହିଦାସ ।

ଏହି ଦଳରେ ସାମିଲ ହୋଇଛନ୍ତି -ପି ଆର ଶ୍ରୀଜେଶ, କୃଷ୍ଣ ବି ପାଠକ, ଗୁରିନ୍ଦର ସିଂ, ସୁରେନ୍ଦ୍ର କୁମାର , ବରୁଣ କୁମାର ,ବିରେନ୍ଦ୍ର ଲାକ୍ରା , ଅମିତ ରୋହିଦାସ ,କୋଠାଜିତ ସିଂ, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା,ସୁମିତ , ବିବେକ ସାଗର ପ୍ରସାଦ,ମନପ୍ରିତ ସିଂ, ମନଦୀପ ସିଂ,ସିରନଜିତ ସିଂ,ଗୁରଜନ ସିଂ,
ସିଲାନନ୍ଦ ଲାକ୍ରା  ।

 ଷୋଷଣା କରାଯାଇଥିବା ଏହିଦଳରେ କ୍ୟାପଟନଭାବେ ମନୋନୀତ ହୋଇଛନ୍ତି ମନପ୍ରିତ ସିଂ ।

   Related Posts