Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ବାହମାସ୍ ନୂଆବର୍ଷ ଛୁଟି କଟାଉଛନ୍ତି ଆୟୁଷ୍ମାନ ଖୁରାନ, ସୋସିଆଲ ମିଡିଆରେ ଫଟୋ viral

3/01/2020 at 7:36 PM

ବାହମାସ ୩।୧: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ସପତ୍ନୀକ ବାହାମାସରେ ନୂଆବର୍ଷ ଛୁଟି ବିତାଉଛନ୍ତି। ତାହିରା କାଶ୍ୟପଙ୍କ ସହ ବିତାଉଥିବା ସମୟର ଫଟୋ ଏବେ ଆୟୁଷ୍ମାନ ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ସେ ସବୁ ଏବେ ଭାଇରାଲ ହେବାରେ ଲାଗିଛି।

ଆୟୁଷ୍ମାନଙ୍କ ସହ ତାହିରା ମଧ୍ୟ ସମୁଦ୍ର କୂଳରେ ବୁଲୁଥିବାର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଫଲୋଅର୍ସ ବେଶ ପସନ୍ଦବି କରୁଛନ୍ତି। ଏଣୁ ଫଟୋ ପୋଷ୍ଟିଂର କିଛି ସମୟ ମଧ୍ୟରେ ହଜାର ହଜାର ଲାଇକ୍ ଓ ଲଭ୍ ସାଉଣ୍ଟିଛି।

ଆୟୁଷ୍ମାନ ଖୁରାନା ସର୍ଟଲେସ୍ ଅବସ୍ଥାରେ ପତ୍ନୀଙ୍କ ସହ ଫଟୋ ସେୟାର କରିଛନ୍ତି ।

ବଲିଉଡ୍‌ କଳାକାର ଆୟୁଷ୍ମାନ ଖୁରାନା ଏବେ ବାହାମାସରେ  ଛୁଟି କଟାଉଥିବାର ଫଟୋ ପୋଷ୍ଟ କରିଛନ୍ତି  ।

ତାହିରା ଖାନ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆମେ ସମସ୍ତେ ନୂତନ ବର୍ଷକୁ ଅପେକ୍ଷା କରିଛୁ ।

ତାହିରା ନିଜ ଜନ୍ମଦିନରେ ପୁଅ ବିରାଜବୀର ଖୁରାନାଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ତାହିରା ଫଟୋରେ ପୋଷ୍ଟ କରି ଏକ ଆକର୍ଷଣୀୟ କ୍ୟାପସନ ବି ଦେଇଛନ୍ତି । ଯାହାଏବେ ଫଲୋର୍ସଙ୍କୁ ବେଶ ଆକର୍ଷିତ କରୁଛି ।

   Related Posts