ଅଯୋଧ୍ୟା ଜମି ବିବାଦ ମାମଲା ; ମାମଲା ବଡ ବେଞ୍ଚକୁ ଯିବାର ଆବଶ୍ୟକତା ନାହିଁ – ସୁପ୍ରିମକୋର୍ଟ
27/09/2018 at 3:03 PM

ଦିଲ୍ଲୀ ୨୭/୯ : ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇଛି | ମସଜିଦରେ ନମାଜ ପାଠ ମାମଲାକୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ | ଏହି ମାମଲା ବଡ ବେଞ୍ଚକୁ ଯିବାର ଆବଶ୍ୟକତା ନାହିଁ ବୋଲି ୩ଜଣିଆ ଖଣ୍ଡପୀଠରୁ ୨ ଜଣ ଏଭଳି ରାୟ ଦେଇଛନ୍ତି |
Related Posts
ବରକୁ ନେଇ ଛୁ ମାରିଲା ଘୋଡା
18 May 2022