ଅଯୋଧ୍ୟା ରାମ ଜନ୍ମଭୂମି ବିବାଦୀୟ ଜମି ମାମଲା : ଅଗଷ୍ଟ ୬ରୁ ଓପନ୍ କୋର୍ଟରେ ଶୁଣାଣି
2/08/2019 at 3:17 PM

ନୂଆଦିଲ୍ଲୀ ୨|୮: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦୀୟ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । ଅଗଷ୍ଟ ୬ରୁ ଖୋଲା କୋର୍ଟରେ ଶୁଣାଣି ହେବ । ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ହେବ ।
ଏହି ମାମଲାରେ ମଧ୍ୟସ୍ଥତା କମିଟି ଗତକାଲି ଚୂଡାନ୍ତ ରିପୋର୍ଟ ଦେଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ମଧ୍ୟସ୍ଥତା କମିଟି ଉଦ୍ଦେଶ୍ୟ ପୂରଣ ନେଇ ବିଫଳ ହୋଇଛନ୍ତି । ତେଣୁ ଏହି ମାମଲାରେ କୋର୍ଟରେ ନିୟମିତ ଶୁଣାଣି ହେବ ।
Related Posts
ରାଜନୀତିରେ ପ୍ରବେଶ କରିବେ ରବର୍ଟ ଭଦ୍ରା, କହିଲେ- ‘ଜନତାଙ୍କ କଷ୍ଟକୁ ବୁଝିଛି’
26 February 2021