Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଅଯୋଧ୍ୟା ରାମ ଜନ୍ମଭୂମି ବିବାଦୀୟ ଜମି ମାମଲା : ଅଗଷ୍ଟ ୬ରୁ ଓପନ୍ କୋର୍ଟରେ ଶୁଣାଣି

2/08/2019 at 3:17 PM

ନୂଆଦିଲ୍ଲୀ ୨|୮: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦୀୟ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । ଅଗଷ୍ଟ ୬ରୁ ଖୋଲା କୋର୍ଟରେ ଶୁଣାଣି ହେବ । ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ହେବ ।

ଏହି ମାମଲାରେ ମଧ୍ୟସ୍ଥତା କମିଟି ଗତକାଲି ଚୂଡାନ୍ତ ରିପୋର୍ଟ ଦେଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ମଧ୍ୟସ୍ଥତା କମିଟି ଉଦ୍ଦେଶ୍ୟ ପୂରଣ ନେଇ ବିଫଳ ହୋଇଛନ୍ତି । ତେଣୁ ଏହି ମାମଲାରେ କୋର୍ଟରେ ନିୟମିତ ଶୁଣାଣି ହେବ ।

   Related Posts