Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

29/01/2020 at 1:55 PM

ନୂଆଦିଲ୍ଲୀ ୨୯/୧: ଜିଲ୍ଲାମୁଖ୍ୟ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ୨୫୧ମିଟର ଉଚ୍ଚ ପ୍ରତିମା ସ୍ଥାପନ କରିବା ପାଇଁ କିଛି ସ୍ଥାନୀୟ ଗାଁଲୋକେ ବିରୋଧ କରିବା ସତ୍ବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଏହା ଯୋଗୀ ଆଦିତ୍ୟନାଥ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ୍ ଯାହାର ଘୋଷଣା ଦୁଇ ବର୍ଷ ତଳେ ହୋଇଥିଲା।

ଅଯୋଧ୍ୟାର ଜିଲ୍ଲାମୁଖ୍ୟ ଫୈଜାବାଦ ସଦର ତହସିଲ ଅନ୍ତର୍ଗତ ମାଞ୍ଝା ବରହଟାରେ ଜମି ଅଧିଗ୍ରହଣ ପାଇଁ ଶନିବାର ଅଧିସୂଚନା ଜାରି କରିଥିଲେ।

ଅଧିଗୃହୀତ ହେଉଥିବା ୮୫ଏକର ଜମି ମନ୍ଦିର ନଗରୀ ଅଯୋଧ୍ୟାରୁ ୫କିଲୋମିଟର ଦୂରରେ ଅବସ୍ଥିତ। କିଛି ଗାଁ ଲୋକେ ଜମି ଅଧିଗ୍ରହଣ ବିରୋଧରେ ସ୍ବର ଉଠାଇଥିଲେ। ସେମାନେ ଏହି ସ୍ଥାନ ଛାଡ଼ିବାକୁ ଚାହଁନ୍ତି ନାହିଁ କାରଣ ସେମାନେ ୪ପୀଢ଼ି ଧରି ଏଠାରେ ରହି ଆସୁଛନ୍ତି।

   Related Posts