Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନପାଇଲା ଅଯୋଧ୍ୟାର ଦୀପୋତ୍ସବ-୨୦୧୯, ପ୍ରଦୀପ ଆଲୋକରେ ଝିଲମିଲ ହେଲା ସହର

26/10/2019 at 7:23 PM

ଅଯୋଧ୍ୟା :  ସରଜୁ ନଦୀ କୂଳ ‘ରାମ କି ପୈଡୀ’ରେ ଆରମ୍ଭ ହୋଇଥିବା ଦୀପୋତ୍ସବ-୨୦୧୯କୁ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ମିଳିଛି । ଉତ୍ତରପ୍ରଦେଶ ସରକାର, ପର୍ଯ୍ୟଟନ ବିଭାଗ ଓ ଡ.ରାମମନୋହର ଲୋହିଆ ଅୱଧ ୟୁନିଭର୍ସିଟି ମିଳିତ ରୂପେ ଏହି ସଫଳତା ହାସଲ କରିଛନ୍ତି। ଚଳିତବର୍ଷ ଦୀପୋତ୍ସବକୁ ବିଶ୍ୱ ରେକର୍ଡରେ ସ୍ଥାନିତ କରିବା ଲାଗି ୫ଲକ୍ଷ ୫୦ ହଜାର ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଯାହା ନିଜକୁ ନିଜେ ଏକ ରେକର୍ଡ ବୋଲି କୁହାଯାଇଛି।

ଦୀପୋତ୍ସବକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉଦଘାଟନ କରିଥିଲେ। ସରଜୁ ନଦୀ ନୟୀ ଘାଟରେ ଆରତୀ ପୂର୍ବକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଦୀପାବଳି ପୂର୍ବ ସନ୍ଧ୍ୟାରେ ଦୀପୋତ୍ସବକୁ ଉଦଘାଟନ କରିଥିଲେ। ଉତ୍ସବ ଅବସରରେ ସରଜୁ ଘାଟରେ ଶବ୍ଦ ଓ ଆଲୋକର କାର୍ଯ୍ୟକ୍ରମ ସନ୍ଧ୍ୟାକୁ ଅତୀବ ମନୋରମ କରିଥିଲା।

ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଯୋଧ୍ୟା ଉପକଣ୍ଠ ଜଗତସିଂହପୁର ଓ ପାଖ ଆଖ ଗ୍ରାମର କୁମ୍ଭାର ପରିବାରମାନେ ମାଟିଦୀପ ଯୋଗାଇ ଦେଇଛନ୍ତି। ନଗର ପ୍ରଶାସନ ପକ୍ଷରୁ ସହରର ପ୍ରତି ପରିବାରକୁ ୧୧ଟି ଲେଖାଏଁ ମାଟି ଦ୍ୱୀପ ବିତରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟା ନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ ‘ନୟା ଘାଟ’ରେ ନଦୀ ଆରତୀ କରିବା ସହ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ ହୋଇଥିଲା। ଏଥିଲାଗି ଦିନବେଳା ଭବ୍ୟ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଥିଲା।

   Related Posts