ପଲିଥିନକୁ ନା ; ପ୍ରମେୟ ଏବଂ ନ୍ୟୁଜ ସେଭେନ ତରଫରୁ ସଚେତନତା କାର୍ଯ୍ୟକ୍ରମ
2/10/2018 at 1:29 PM

ଭୁବନେଶ୍ୱର ୨/୧୦ : ଆଜିଠାରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହୋଇଛି | ପରେ ପରେ ରାଜ୍ୟର ସମସ୍ତ ସହରରେ ଏହା ଲାଗୁ ହେବ | ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି ଉଦ୍ଦେଶ୍ୟରେ ପ୍ରମେୟ ଓ ନ୍ୟୁଜ ସେଭେନ ତରଫରୁ ଏକ ସ୍ୱତନ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଛି |
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021