ଅଧିକ ସ୍କୁଲ୍ ପିଲା ବସାଇଥିବାରୁ ଅଟୋ ରିକ୍ସାକୁ ୧୫,୫୦୦ ଟଙ୍କା ଜରିମାନା

Published By : Prameya-News7 Bureau | December 14, 2019 IST

ପଟ୍ଟାମୁଣ୍ଡାଇ ୧୪।୧୨ - ଅଧିକ ସ୍କୁଲ ପିଲା ଅଟୋରେ ବସାଇ ବିପଦ୍ଜନକ ଭାବେ ନେଉଥିବାରୁ ଏକ ଅଟୋ ରିକ୍ସାକୁ ଜରିମାନା କରାଯାଇଛି । ପୁଲିସ ପକ୍ଷରୁ ଏହି ଜରିମାନା କରାଯାଇଛି । ଅଟୋକୁ ୧୫, ୫୦୦ ଟଙ୍କା ଜରିମାନା କରାଯାଇଛି ।

{"id":197746,"width":584,"height":327,"sizeSlug":"large"}

ପୁଲିସ ଗାଡି ମଟର ଯାଞ୍ଚ କରୁଥିବା ବେଳେ ଏକ ଅଟୋରେ ଅଧିକ ସ୍କୁଲ ପିଲା ବସିଥିବା ଦେଖିବାକୁ ମିଳିଥିଲା । ସଡକ ସୁରକ୍ଷା ପାଇଁ ଏହି ଜରିମାନା ଆଦାୟ କରାଯାଇଥିବା କଥା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.