Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଅଟୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଯଲାପୁଟରୁ ଆନ୍ଧ୍ରକୁ ହେଉଥିଲା ଚାଲାଣ

29/10/2021 at 8:47 AM

ଲମତାପୁଟ ୨୯/୧୦:   ପାଡୁଆ ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ ।ପାଡୁଆ ଅଞ୍ଚଳରେ ୨୪ ଘଣ୍ଟିଆ ନାକା ବନ୍ଦୀ  ଚାଲିଥିବା ବେଳେ ଗଞ୍ଜେଇ ବୋଝେଇ ଅଟୋ ସହ ଜଣକୁ ଗିରଫ କରିଛି ପୋଲିସ  ।

ସୂଚନାନୁସାରେ, ପାଡୁଆ ପୋଲିସ ପକ୍ଷରୁ ଲଗାତର ଭାବେ ଗଞ୍ଜେଇ ମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗୁରୁବାର ଏକ ଅଟୋରେ ୨ଟି ବସ୍ତାରେ ୫୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । ଏହାପରେ ଅଟୋକୁ ଅଟକ ରଖି ଗଞ୍ଜେଇ ଜବତ କରିଥିଲା ।

ଏହି ଘଟଣାରେ ବେଞ୍ଜିଂ ମୋହନ ନାମକ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ ।  ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ହେବ ପୋଲିସ କହିଛି । ଏହି ଗଞ୍ଜେଇ ଓଡ଼ିଶା ସୀମାନ୍ତ ଜଲାପୁଟ ଅଞ୍ଚଳରୁ   ଆନ୍ଧ୍ର ଚୋରା ଚାଲାଣ ହେଉଥିବା ବୋଲି ସୂଚନା ମିଳିଛି ।

   Related Posts