Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଜାଲି ଓ କୁରାଢୀରେ ହାଣି ଅଟୋ ଡ୍ରାଇଭରକୁ ନିର୍ମମ ହତ୍ୟା

10/06/2018 at 8:11 AM

ଭୁଜାଲି ଓ କୁରାଢୀରେ ହାଣି ଅଟୋ ଡ୍ରାଇଭରକୁ ନିର୍ମମ ହତ୍ୟା
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ସୁନ୍ଦରପୁର ଗାଁରେ ହତ୍ୟାକାଣ୍ଡ … ମୃତକ ହେଲେ ହରିପୁର ଗାଁର ଅଟୋ ଡ୍ରାଇଭର ଗୁନୁ ଲେଙ୍କା … ଗୁନୁ କିଛି ଦିନ ହେଲା ସୁନ୍ଦରପୁର ଗାଁର ଚିନ୍ମୟୀ ପରିଡାଙ୍କ ଅଟୋ ଚଳାଉଥିଲେ ଓ ତାଙ୍କ ଘରେ ମଧ୍ୟ ରହୁଥିଲେ … ଚିନ୍ମୟୀନ୍କ ଭିଣୋଇ ଗୁନୁକୁ ହତ୍ୟା କରିଛନ୍ତି … ହତ୍ୟାକାଣ୍ଡ ପରେ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି … ପରକ୍ରିୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି … ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗି ପୋଲିସ ତଦନ୍ତ ଚଳାଇଛି …

Leave a Reply

   Related Posts