Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ବାଲେଶ୍ବର ନଲମଗଞ୍ଜ ଛକ ନିକଟରେ ଅଟୋ ଦୁର୍ଘଟଣାଗ୍ରସ୍ତ ; ଡ୍ରାଇଭର ମୃତ

24/11/2018 at 9:41 AM

ବାଲେଶ୍ବର ୨୪|୧୧:  ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ରାସ୍ତା ନଲମଗଞ୍ଜ ଛକ ନିକଟରେ ଦୁର୍ଘଟଣା ।  ଦୁର୍ଘଟଣାରେ ଅଟୋ  ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଅଟୋ ଡ୍ରାଇଭର  ତେଲେଙ୍ଗାର ଜୟନ୍ତ ଦାସ । ବାଲେଶ୍ବର ଡିଆରଡିଓରୁ  ଲୋକଙ୍କୁ  ଛାଡିକି ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଛି ।  ତେବେ କିପରି ଏହି ଦୁର୍ଘଟଣା ହେଲା ତାହା ଜଣା ପଡିନାହିଁ।

   Related Posts