କୋଣାର୍କ ଯୋଗେଶ୍ବରପୁର ଛକରେ ଅଟୋ-ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ
7/11/2018 at 11:55 AM

କୋଣାର୍କ ୭/୧୧ : କୋଣାର୍କ ଯୋଗେଶ୍ବରପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଅଟୋ-ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି | ମୁତକ ଜଣକ ହେଲେ ବବଲୁ ସାହୁ | ସେ ନୟାହାଟ ବଜାରର ଏକ ମଦ ଦୋକାନରେ କାମ କରୁଥିଲେ | ଦୋକାନ ବନ୍ଦ କରି ଘରକୁ ଫେରୁଥିଲାବେଳେ ଦୁର୍ଘଟଣା ହୋଇଥିଲା | ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି | ଗୋପ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ପୋଲିସ ଅଟୋ ଓ ବାଇକକୁ ଜବତ କରି ତଦନ୍ତ କରୁଛି |
Related Posts
ଚଣ୍ଡିଖୋଲରେ ନିରାଡ଼ମ୍ବରରେ ରାମ ନବମୀ ପାଳନ
21 April 2021
ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
21 April 2021