ରାଜଧାନୀରେ ହେବ ଅଟୋ ବେ-ଅଟୋ ଚଳାଚଳ ନିୟମ ହେବ କଡାକଡି
20/10/2019 at 9:21 PM

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ ହେବ ଅଟୋ ବେ । ଅଟୋ ଚଳାଚଳ ନିୟମ କଡା କଡି ହେବ । ପ୍ରଥମେ ତିନୋଟି ଅଟୋ ବେ କରାଯିବ ।
କଳ୍ପନା, ରାଜମହଲ୍ ଓ ବାଣୀ ବିହାରରେ ଅଟୋ ବେ କରାଯିବ । ଅଟୋ ଚଳାଚଳର ନିୟମକୁ ସମ୍ପର୍ଣ୍ଣ ଭାବେ କଡାକଡି କରାଯିବ ଓ ଲେନ ନିୟମ ଚଳାଚଳ କଡାକଡି ଭାବେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।