Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବେଆଇନ ଲଘୁଖଣିଜ ପରିବହନ ଉପରେ ପ୍ରଶାସନର ଚଢ଼ାଉ, ଟ୍ରକ୍ ଜବତ

29/10/2021 at 8:18 AM

ଚଣ୍ଡିଖୋଲ ୨୯/୧୦: ବେଆଇନ ଲଘୁଖଣିଜ ପରିବହନ ଉପରେ ପ୍ରଶାସନର ଚଢ଼ାଉ । ୪ଟି ଟ୍ରକ ଜବତ କରିଛି ପ୍ରଶାସନ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବାଲିକୁଦା ଓ ବିଭିନ୍ନ ସ୍ଥାନରୁ ବେଆଇନ ଚିପ୍ସ ବୋଝେଇ ଟ୍ରକ କୁ ଜବତ କରିଛି ପ୍ରଶାସନ। ବିଭିନ୍ନ ସ୍ଥାନରୁ ଚିପ୍ସ ବୋଝେଇ କରି ଟ୍ରକ ଯାଉଥିବା ବେଳେ, ଦର୍ପଣ ତହସିଲଦାର ଗାଡି ଗୁଡିକୁ ଅଟକ ରଖି କାଗଜ ପତ୍ର ମାଗିଥିଲେ ।

ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନ ପାରିବାରୁ ଟ୍ରକ ଗୁଡିକୁ ବାଲିଚନ୍ଦ୍ରପୁର ପୋଲିସକୁ ହସ୍ତାନ୍ତର କରାଯିବା ସହ ଡ୍ରାଇଭର ଅଟକ ରଖିଛି ପ୍ରଶାସନ । ଦୀର୍ଘ ଦିନ ଧରି ବେଆଇନ ଭାବେ ଓଭରଲୋଡିଂ କରି ଗାଡି ଗୁଡିକ ବିଭିନ୍ନ ସ୍ଥାନକୁ ଲଘୁଖଣିଜ ପରିବହନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ଚଢ଼ାଉ ଜାରି ରହିଛି ।

   Related Posts