Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏଶ ବାର୍ଟି ଓ୍ବିମ୍ବଲଡନ୍‌ର ନୂଆ କ୍ବିନ୍‌, କାରୋଲିନାଙ୍କୁ ହରାଇ ରଚିଲେ ଇତିହାସ

10/07/2021 at 10:26 PM

ଲଣ୍ଡନ ୧୦/୦୭: ବିଶ୍ବର ଏକ ନମ୍ବର ଖେଳାଳି ଏଶ ବାର୍ଟି ଚେକ ଗଣରାଜ୍ୟର କାରୋଲିନା ପିଲ୍ସକୋଭାଙ୍କୁ ହରାଇ ଓ୍ବିମ୍ବଲଡନ୍‌ରେ ମହିଳା ସିଙ୍ଗଲ୍ସ ଫାଇାନଲ୍‌ ନିଜ ନାଁରେ କରିଛନ୍ତି। ସେ ୬-୩, ୬-୭, ୨୬-୩​ରେ କାରୋଲିନାଙ୍କୁ ହରାଇ ୪୧ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ମହିଳା ଟେନିସ୍‌ ଖେଳାଳି ଭାବେ ଓ୍ବିମ୍ବଲଡନ୍‌ ସିଙ୍ଗଲ୍ସ ଜିଣିଛନ୍ତି । ଏହା ସହ ଏଶ ବାର୍ଟି ନିଜର ପ୍ରଥମ ଓ୍ବିମ୍ବଲଡନ୍‌ କପ୍‌ ହାସଲ କରିଛନ୍ତି।

ଏହା ପୂର୍ବରୁ କାରୋଲିନା ସେମିଫାଇନାଲ୍‌ରେ ଆର୍ଯନା ସବାଲୋଙ୍କାକୁ ଏକ ଘଣ୍ଟା ୫୩ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍‌ରେ ୫-୭, ୬-୪,୬-୪ରେ ହରାଇଥିଲେ । ସେହିଭଳି ଅଷ୍ଟ୍ରେଲିଆର ଖେଳାଳି ବାର୍ଟି ୨୦୧୮ ଚାମ୍ପିୟନ୍‌ ଏଞ୍ଜୋଲିକ୍‌ କର୍ବରଙ୍କୁ ୬-୩, ୭-୬(୩)ରେ ପରାସ୍ତ କରିଥିଲେ।  

   Related Posts