Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବଦ୍ରିନାଥ ମନ୍ଦିରରେ ବିବାହ କଲେ ଅଷ୍ଟ୍ରେଲିୟ ଦମ୍ପତ୍ତି, କହିଲେ ଭଗବାନ ବିଷ୍ଣୁଙ୍କଠାରେ ରହିଛି ସେମାନଙ୍କ ଅତୁଟ ବିଶ୍ୱାସ

2/10/2019 at 3:47 PM

ବଦ୍ରିନାଥ:  ଏକ ଅଷ୍ଟ୍ରେଲିୟ ଦମ୍ପତ୍ତି ବୁଧବାର ବଦ୍ରିନାଥରେ ହିନ୍ଦୁ ରୀତିନୀତି ଓ ପରମ୍ପରାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବଦ୍ରିନାଥ ମନ୍ଦିରରେ ବିବାହ କରିଥିବା ଏହି ଦମ୍ପତ୍ତି ହେଉଛନ୍ତି ପାଓଲୋ ଓ କ୍ୟାରା। ବ୍ରାହ୍ମଣଙ୍କ ମନ୍ତ୍ରୋଚରାଣ ଓ ହୋମଯଜ୍ଞ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନବ ଦମ୍ପତ୍ତି ମନ୍ଦିରକୁ ପ୍ରବେଶ କିର ବଦ୍ରିବିଶାଳଙ୍କୁ ସୁଖି ବିବାହିତ ଜୀବନ ଲାଗି ଆଶିର୍ବାଦ ଭିକ୍ଷାକରିଥିଲେ।

ପାଉଲୋ ଅଷ୍ଟ୍ରେଲିଆ ପର୍ଥର ବାସିନ୍ଦା। ଭଗବାନ ବିଷ୍ଣୁଙ୍କ ଉପରେ ତାଙ୍କର ଅତୁଟ ଆସ୍ଥା ରହିଛି। ଏଣୁ ସେ ବିବାହ କରିବା ଲାଗି ପତ୍ନୀ କ୍ୟାରାଙ୍କୁ ସାଙ୍ଗରେ ଧରିଭାରତ ଆସିଛନ୍ତି ବୋଲି କହିଛନ୍ତି। ତାଙ୍କର ଏକାନ୍ତ ଇଛା ଥିଲା ଭଗବାନ ବିଷ୍ଣୁଙ୍କ ଧାମକୁ ଯାଇ ଜୀବନସଙ୍ଗିନୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବେ। ଏଣୁ ଉଭୟ ଭାରତ ଆସି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କହିଛନ୍ତି।   

   Related Posts