Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ରହିବ ଶୁଭ ସମୟ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ

27/10/2019 at 3:08 PM

ଜ୍ୟୋତିଷ ଶାସ୍ତ୍ର କଥା କହିବା ଯଦି ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିପାରେ ଏବଂ ତାଙ୍କ ସ୍ବପ୍ନ ସାକାର ହୋଇପାରେ। ତାଙ୍କ ଜୀବନରେ ଭଲ ଦିନର ଆରମ୍ଭ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ ଯେଉଁମାନଙ୍କ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଭାଗ୍ୟ ବଦଳିଯିବ।

ବୃଷ ଏବଂ ବିଛା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ ବୃଷ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ପାରେ। ଏମାନଙ୍କ ଜୀବନରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିପାରେ। ଭାଗ୍ୟ ସହ ତାଙ୍କ ଜୀବନରେ ମଧ୍ୟ ବଡ଼ ବଡ଼ ସଫଳତା ମିଳିପାରେ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଏକ ସଫଳ  ଜୀବନ ଅତିବାହିତ କରିବେ। ଏମାନଙ୍କ ଘରେ ସକରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ। ଶିବଙ୍କ କୃପା ଏମାନଙ୍କ ଜୀବନରେ ରହିବ।

ମୀନ ଏବଂ ତୁଳା ରାଶି: ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ ମୀନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିପାରେ। ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିବ। ଏମାନଙ୍କ ଘରେ ସମୃଦ୍ଧି ଆସିବ। ଜୀବନସାଥୀଙ୍କ ସହଯୋଗ ତାଙ୍କୁ ସଫଳତା ଆଣି ଦେବ। ଶିବଙ୍କ ଆରାଧନା କରିବା ଏମାନଙ୍କ ପାଇଁ ଶୁଭ ରହିବ।

ମିଥୁନ ଏବଂ କର୍କଟ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ମିଥୁନ ଏବଂ କର୍କଟ ରାଶିର ଜାତକ ଥବା ବ୍ୟକ୍ତିଙ୍କ ଜାତକରେ ଶୁଭ ସମୟ ହେଉଅଛି। ଏହି ଶୁଭ ସମୟରେ ଏମାନଙ୍କ ଭାଗ୍ୟ ଉଦୟ ହୋଇପାରେ। ଏମାନଙ୍କୁ ସବସ୍ତ କାର୍ଯ୍ୟରେ ସଫଳତା ମିଳିପାରେ। ବ୍ୟବସାୟରେ ତାଙ୍କୁ ଧନଲାଭ ହୋଇପାରେ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ ଏବଂ ମନସ୍କାମନା ପୂରଣ ହୋଇପାରେ। ଆପଣ ଶିବଙ୍କ ପୂଜା କରନ୍ତୁ।

   Related Posts