ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ରହିବ ଶୁଭ ସମୟ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ

Published By : Prameya-News7 Bureau | October 27, 2019 IST

ଜ୍ୟୋତିଷ ଶାସ୍ତ୍ର କଥା କହିବା ଯଦି ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିପାରେ ଏବଂ ତାଙ୍କ ସ୍ବପ୍ନ ସାକାର ହୋଇପାରେ। ତାଙ୍କ ଜୀବନରେ ଭଲ ଦିନର ଆରମ୍ଭ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ ଯେଉଁମାନଙ୍କ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଭାଗ୍ୟ ବଦଳିଯିବ।

ବୃଷ ଏବଂ ବିଛା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ ବୃଷ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ପାରେ। ଏମାନଙ୍କ ଜୀବନରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିପାରେ। ଭାଗ୍ୟ ସହ ତାଙ୍କ ଜୀବନରେ ମଧ୍ୟ ବଡ଼ ବଡ଼ ସଫଳତା ମିଳିପାରେ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଏକ ସଫଳ  ଜୀବନ ଅତିବାହିତ କରିବେ। ଏମାନଙ୍କ ଘରେ ସକରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ। ଶିବଙ୍କ କୃପା ଏମାନଙ୍କ ଜୀବନରେ ରହିବ।

ମୀନ ଏବଂ ତୁଳା ରାଶି: ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ଶୁଭ ସମୟ ରହିବ। ଫଳରେ ମୀନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିପାରେ। ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିବ। ଏମାନଙ୍କ ଘରେ ସମୃଦ୍ଧି ଆସିବ। ଜୀବନସାଥୀଙ୍କ ସହଯୋଗ ତାଙ୍କୁ ସଫଳତା ଆଣି ଦେବ। ଶିବଙ୍କ ଆରାଧନା କରିବା ଏମାନଙ୍କ ପାଇଁ ଶୁଭ ରହିବ।

ମିଥୁନ ଏବଂ କର୍କଟ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ନଭେମ୍ବର ୮ତାରିଖ ଯାଏଁ ମିଥୁନ ଏବଂ କର୍କଟ ରାଶିର ଜାତକ ଥବା ବ୍ୟକ୍ତିଙ୍କ ଜାତକରେ ଶୁଭ ସମୟ ହେଉଅଛି। ଏହି ଶୁଭ ସମୟରେ ଏମାନଙ୍କ ଭାଗ୍ୟ ଉଦୟ ହୋଇପାରେ। ଏମାନଙ୍କୁ ସବସ୍ତ କାର୍ଯ୍ୟରେ ସଫଳତା ମିଳିପାରେ। ବ୍ୟବସାୟରେ ତାଙ୍କୁ ଧନଲାଭ ହୋଇପାରେ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ ଏବଂ ମନସ୍କାମନା ପୂରଣ ହୋଇପାରେ। ଆପଣ ଶିବଙ୍କ ପୂଜା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.