Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ମିଳିବ ନୂଆ ସୁଯୋଗ, ଧନ ଲାଭ ସହିତ ବଢିବ ମାନ-ସମ୍ମାନ

27/07/2021 at 4:18 PM

ନୂଆଦିଲ୍ଲୀ ୨୭/୦୭ : ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି । ଏହା ଜୁଲାଇ ୨୫ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହେବ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ଭଗବାନ ଶିବଙ୍କ ପ୍ରିୟ ଶ୍ରାବଣ ମାସରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିବ। କୁହାଯାଏ ଆନ୍ତରିକତାର ସହିତ ତାଙ୍କୁ ଆରାଧନା କରୁଥିବା ବ୍ୟକ୍ତିଙ୍କୁ ଭୋଳୋନାଥ ଆଶୀର୍ବାଦ ପ୍ରଦାନ କରନ୍ତି । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ ଶିବଙ୍କ କୃପା ଦୃଷ୍ଟି …

ମିଥୁନ ରାଶି :

ଶ୍ରାବଣ ମାସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହି ସମୟରେ ଭାଗ୍ୟଦୋୟ ହୋଇପାରେ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ । ଶତ୍ରୁମାନଙ୍କୁ ପରାସ୍ତ କରିବେ। ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଟଙ୍କା ରୋଜଗାରର ସୁଯୋଗ ବୃଦ୍ଧି ପାଇବ ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ । ପରିବାରରେ ଧାର୍ମିକ ପରିବେଶ ରହିବ । ବାପା-ମାଙ୍କ ସହଯୋଗ ପ୍ରାପ୍ତ ହେବ । ଧନ ଲାଭ ହୋଇପାରେ । ନୂତନ ଯୋଜନା ଉପରେ କାମ ଆରମ୍ଭ କରିବେ ।

ତୁଳା ରାଶି :

ଦୀର୍ଘ ଦିନରୁ ଅଟକି ରହିଥିବା ଧନ ଫେରି ପାଇବେ । ବାପା-ମାଙ୍କ ସହଯୋଗରେ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରେ । ବ୍ୟାପାରରେ ଉନ୍ନତି ଯୋଗ ରହିବ ।

କୁମ୍ଭ ରାଶି :

ମାନ-ସମ୍ମାନ ବୃଦ୍ଧି ହେବ । ଏହି ମାସ କୌଣସି ନୂତନ କାର୍ଯ୍ୟ ପାଇଁ ଶୁଭ ହେବ । ଚାକିରି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହେବ । ଧନ ଲାଭ ହେବ ।

   Related Posts