‘ପେଟେ ପିଇବା, ପଡିଆରେ ନାଚିବା, ତା’ପରେ…’ ବାବୁଙ୍କ ମନରେ ଖାଲି କାମନା
ଭୁବନେଶ୍ବର୬/୭: ଫୋନ୍ ଅଡ଼ିଓରେ ବାବୁଙ୍କ ବିକଳ ପ୍ରେମ… ପଦାରେ ପଡିଗଲା ଉଚ୍ଚ ପଦାଧିକାରଙ୍କ କୁତ୍ସିତ ଅଶ୍ଳୀଳ କାରନାମା। ଅଫିସର ଜଣଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ବରିଷ୍ଠ ଓଏଏସ୍ ଅଫିସର। ପଦ ମର୍ଯ୍ୟଦା ଭୁଲିଗଲେ। ଅଶ୍ଳୀଳ କାମନାକୁ ରୋକି ପାରିଲେ ନାହିଁ। ଏବେ ତାଙ୍କ କଥା ସାଧାରଣରେ ଚର୍ଚ୍ଚା। ସୋସିଆଲ ମିଡିଆରେ ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଛନ୍ତି। ଅତି କୁତ୍ସିତ କାମନା ପ୍ରକାଶ କରିଛନ୍ତି। ଆଉ ଏବେ ହରଡ଼ଘଣାରେ ପଡିଛନ୍ତି ଓଏଏସ୍ ଅଧିକାରୀ। ଫୋନ୍ କଲରେ ଶୁଣନ୍ତୁ … Continue reading ‘ପେଟେ ପିଇବା, ପଡିଆରେ ନାଚିବା, ତା’ପରେ…’ ବାବୁଙ୍କ ମନରେ ଖାଲି କାମନା
Copy and paste this URL into your WordPress site to embed
Copy and paste this code into your site to embed