Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଡାକ୍ତର ଲେଖିଥିବା ଇଞ୍ଜେକ୍ସନ ନମିଳିବାରୁ ହସ୍ପିଟାଲ କର୍ମଚାରୀଙ୍କୁ ଆକ୍ରମଣ

2/07/2018 at 6:55 AM

ଗତକାଲି ରାତି ୧୨ ଟାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନିୟ ଘଟଣା। ଡ଼।କ୍ତରଙ୍କ ଲେଖିଥିବା ମୁତାବକ ଫିନାରଗନ ଉଞେକ୍ସନ ନମିଳିବାରୁ ରୋଗୀଙ୍କ ସ୍ୱାମୀ ଓ କିଛି ଆମ୍ଭଲେନ୍ସ ଡ୍ରାଇଭର ମିଶି ରଞନ ଦାସଙ୍କୁୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ମାଡ଼ରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଏବେ ଗୁରୁତର ଅଛି। ମାଡ଼ ମାରିଥିବା ବ୍ୟକ୍ତି ହେଉଛନ୍ତି ରେଡ଼କ୍ରସ କ୍ୟାବିନରେ ଥିବା ରୋଗୀ ରାଜେଶ୍ୱରୀ ସାହୁଙ୍କର ସ୍ୱାମୀ ଅମୂଲ୍ୟ କୁମାର ସାହୁ। ସେ ତାଙ୍କର ଶଳା ଓ କିଛି ପ୍ରାଇଭେଟ ଆମ୍ଭୁଲେନ୍ସ ଡ୍ରାଇଭରଙ୍କୁ ନେଇ ରଞନଙ୍କ ଉପରେ ଆକ୍ରମଣ କରିଥିଲେ । ରଞନଙ୍କ ମୁଣ୍ଡରେ ୬ ଟି ଷ୍ଟିଚ୍ ପଡ଼ଛି। ହସ୍ପିଟାଲ ମଧ୍ୟରେ ଥିବା ଫାଣ୍ଡି ଅଧତ୍କାରୀଙ୍କ ଉପସ୍ଥିତିରେ ସେମାନେ ରଞନଙ୍କୁୁ ମାଡ଼ ମାରିଥିଲେ ବୋଲି ରଞନ କହିଛନ୍ତି । ଏବେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଥିବା କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

   Related Posts