ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଜୟପୁରରେ ଡକାୟତି ଉଦ୍ୟମ ବିଫଳ

18/08/2018 at 4:28 AM

କୋରାପୁଟ ୧୮/୮ : ଜୟପୁର ଗୋପବନ୍ଧୁ ନଗରରେ ଡକାୟତମାନେ ଏକ ବଡ ଧରଣର ଡକାୟତି ଯୋଜନା କରୁଥିଲେ ଡକାୟତ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଡକାୟତମାନେ ପୁଲିସକୁ ଦେଖି ଦୌଡି ପଳାଇଥିଲେ । ସେମାନଙ୍କୁ ଦୌଡିବା ଦେଖି ପୋଲିସ ସେମାନଙ୍କ ପିଛା କରିବାରୁ ଡକାୟତମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ପାଲଟା ଡକାୟତଙ୍କ ଉପରକୁ ୨ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା । ତେବେ ସେମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିବା ସୂଚନା ମିଳିଛି ।

   Related Posts