ଏସବିଆଇ ବ୍ୟାଙ୍କ ଶାଖାରୁ ଡକାୟତି ଅଭିଯୋଗ

Published By : Prameya-News7 Bureau | December 10, 2018 IST

କଳାହାଣ୍ଡି ୧୦|୧୨:  କର୍ଲାମୁଣ୍ଡା ଏସବିଆଇବ୍ୟାଙ୍କ ଶାଖାରୁ ଡକାୟତି ଅଭିଯୋଗ । ବ୍ୟାଙ୍କ ପଛ ପଟ ଗେଟ କୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ଶାଖା ଅଧିକାରୀଙ୍କ କର୍ଲାମୁଣ୍ଡା ଫାଣ୍ଡିରେ ଏତଲା ଦାୟରକରିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ବ୍ୟାଙ୍କର ଶାଖା ଡ୍ରରୁ ଛଅ ହଜାର ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ବେଳେ ସିସିଟିଭି ହାର୍ଡ ଡିସ୍କ ନେଇ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ଟିମ୍ ର ତଦନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.