Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଘରେ ପଶି ମା’-ଝିଅଙ୍କୁ ଆକ୍ରମଣ ଘଟଣା : ହସ୍ପିଟାଲରୁ ଡିସଚାର୍ଜ ପରେ ଆକ୍ରମଣକାରୀ ରୂପେଶ ପଣ୍ଡା ଅଟକ

3/11/2021 at 1:31 PM

ଭୁବନେଶ୍ବର ୩।୧୧: ଭୁବନେଶ୍ବର ଶୈଳଶ୍ରୀ ବିହାରରେ ମହିଳା ବେଶରେ ପଡୋଶୀଙ୍କ ଘରେ ପଶି ଛୁରାମାଡ କରିଥିବା ରୂପେଶ ପଣ୍ଡା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆକ୍ରମଣକାରୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି ପୋଲିସ । ରୂପେଶଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି । ସେପଟେ ଆହତ ମହିଳାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଶୈଳାଶ୍ରୀ ବିହାର VIM-୧୮୬ ନମ୍ବର ଘରେ ପଶି ମା’-ଝିଅଙ୍କୁ ଆକ୍ରମଣ କରିଥିଲେ ରୂପେଶ । ଝିଅ ପୋଷାକରେ ଘରେ ପଶି କରିଥିଲେ ଆକ୍ରମଣ । ଯୁବକ ଜଣକ ହାତରେ ଏକ ବଡ ଛୁରୀ, ଖେଳନା ପିସ୍ତଲ ସହ ଗ୍ଲୋବସ ପିନ୍ଧି ପଡୋଶୀଙ୍କ ଘରେ ପଶିଥିବା ଜଣା ପଡିଥିଲା । ଯୁବକ ଜଣଙ୍କ ପ୍ରଥମେ ଛୁରୀରେ ଯୁବତୀଙ୍କୁ ଆକ୍ରମଣ କରିବା ବେଳେ ଯୁବତୀଙ୍କ ପ୍ରତି ଆକ୍ରମଣରେ ଯୁବକ ଜଣକ ବି ଆହତ ହୋଇଥିଲେ ।

   Related Posts