ମୋରମ ଖଣିରେ ଚଢାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

Published By : Prameya-News7 Bureau | November 05, 2020 IST

ଖୋର୍ଦ୍ଧା ୦୫।୧୧: ତହସିଲଦାରଙ୍କୁ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାରଙ୍କୁ ଆକ୍ରମଣ । ବୋଲଗଡ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ । ବେଗୁନିଆ ଥାନାରେ ତହସିଲଦାର ଏତଲା ଦେଇଛନ୍ତି । ଗୋପାଳପୁର ଗାଁ ନିକଟରେ ମୋରମ ଚୋରାଚାଲାଣ ଚାଲିଥିବା ଖବର ପାଇ ଚଢାଉ ପାଇଁ କର୍ମଚାରୀଙ୍କ ସହ ଯାଇଥିଲେ ତହସିଲଦାର । ସେଠାରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.