ଦିନ ଦ୍ୱିପ୍ରହରରେ ଦୋକାନ ଭିତରେ ପଶି ଲୁଗା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | November 05, 2021 IST

ବାଲେଶ୍ବର, ୫/୧୧: ବାଲେଶ୍ବର ସହର ଆଜିମାବାଦରେ ଲୁଗା ଦୋକାନରେ ଦୋକାନ ମାଲିକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ତିନି ଜଣ ଦୁର୍ବୃତ୍ତ ଦୋକାନ ଭିତରେ ପଶି ଖଣ୍ଡାରେ ଆକ୍ରମଣ କରିଛନ୍ତି । ଫଳରେ ଆକ୍ରମଣରେ ଦୋକାନ ମାଲିକ ବିଶ୍ବଜିତ ସେଠୀ ଗୁରୁତର ହୋଇଛନ୍ତି । ଗୁରୁତର ଦୋକାନ ମାଲିକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.