Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୋଇଲା ଗାଡିରୁ ମାଗୁଥିଲେ ଦାଦାବଟି, ବିରୋଧ କରିବାରୁ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ

24/10/2021 at 4:45 PM

ହୀରାକୁଦ, ୨୪/୧୦: ହୀରାକୁଦରେ ବୁଲିଲା ବନ୍ଧୁକ ଓ ଖଣ୍ଡା | କୋଇଲା ଗାଡିରୁ ଦାଦାବଟିକୁ ବିରୋଧ କରିବାରୁ ଆଇଏସଏସ ସିକ୍ୟୁରିଟି ସଂସ୍ଥାର ଜଣେ ଗାର୍ଡ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି | ଆହତ ସିକ୍ୟୁରିଟି ଗାର୍ଡ ଜଣକ ଅମିତ ବାର୍ଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ | ଆହତ ଅମିତଙ୍କ ଘର ସୁନ୍ଦରଗଡ ଜିଲ୍ଲା କିଂଜିରିକେଲା ବୋଲି ଜଣାପଡିଛି |

ଆଜି ସକାଳେ ହିଣ୍ଡାଲକୋ କୋଲଗେଟରେ ଡ୍ୟୁଟି କରୁଥିବାବେଳେ ୬ ଜଣ ଯୁବକ ଆସି କୋଇଲା ଟ୍ରକରୁ ପଇସା ମାଗୁଥିଲେ | ସେହି ସମୟରେ ଅମିତ ବିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରି ମୁଣ୍ଡଫଟାଇବା ସହ ଧମକ ଦେଇଛନ୍ତି | ତେବେ ଏ ଘଟଣାକୁ ହାଲକା ସହ ନେଇଛି ହୀରାକୁଦ ପୋଲିସ | ଏପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନଥିବା ଜଣାପଡ଼ିଛି  |

   Related Posts