Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବରଗଡ : ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୧ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୁତ୍ତ, ପୋଲିସର ଛାନ୍‌ଭିନ୍‌

1/02/2021 at 8:49 PM

ବରଗଡ ୦୧/୦୨ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ବ୍ୟବସାୟୀଜଣକ ଛତିଶଗଡର ତାରାଚାନ୍ଦ ଅଗ୍ରଓ୍ବାଲ । ଲୁଟେଣାମାନେ ତାରାଚାନ୍ଦଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟିନେଇଥିବା ସୂଚନା ମିଳିଛି ।

ଲୁଟେରାମାନେ ଏକ ଗାଡିରେ ଆସି ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ପରେ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡାଇନେଇ ଫେରାର ହୋଇଯାଇଥିଲେ । ଏ ବାବଦରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତେବେ ଉକ୍ତ ବ୍ୟବସାୟୀଙ୍କ ଅଭିଯୋଗ ପରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।

   Related Posts